୨୭୨ କେରଳ ଫେରନ୍ତାକୁ ନେଇ କେନ୍ଦ୍ରାପଡାରେ ପହଁଚିଲା ବସ

କେନ୍ଦ୍ରାପଡ଼ା, (ଚିତରଞ୍ଜନ ଦାସ): କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ କେରଳରେ ରହିଯାଇଥିବା କେନ୍ଦ୍ରାପଡା ଜିଲ୍ଲାର ୨୭୨ଜଣ ପ୍ରବାସୀଙ୍କୁ ନେଇ କେନ୍ଦ୍ରାପଡାରେ ପହଁଚିଛି ଏକ ବସ । ସେମାନଙ୍କ ମଧ୍ୟରୁ ଜିଲ୍ଲାର ରାଜନଗର ବ୍ଲକର ସର୍ବାଧିକ ୧୫୬ଜଣ ଥିବା ବେଳେ ରାଜକନିକା ବ୍ଲକର ୩୦ଜଣ,ମହାକାଳପଡା ବ୍ଲକର ୨୫ଜଣ,ପଟ୍ଟାମୁଣ୍ଡାଇ ବ୍ଲକର ୨୩ଜଣ,କେନ୍ଦ୍ରାପଡା ବ୍ଲକର ୧୯ଜଣ,ଆଳି ବ୍ଲକର ୧୩ଜଣ ଥିବା ବେଳେ ଡେରାବିଶି ବ୍ଲକର ୫ଜଣ ଅଛନ୍ତି । କେରଳରୁ ଆସିଥିବା ସମସ୍ତଙ୍କୁ ସେହି ଅଚଂଳର ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ