୩ଦିନ ସଟଡାଉନ ଘୋଷଣା କଲେ ଗଜପତି ଜିଲ୍ଲାପାଳ

ଗଜପତି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ସହର ସମେତ ଜିଲ୍ଲାର ଗୁମ୍ମା, ଗୋଷାଣୀ ବ୍ଲକ ଏବଂ କାଶୀନଗର ବ୍ଲକର ରାଣିପେଣ୍ଠ ପଞ୍ଚାୟତକୁ ୨୮.୬.୨୦ରୁ ୩୦.୬.୨୦ ତାରିଖ ପର୍ଯ୍ୟନ୍ତ ୩ଦିନ ସଟଡାଉନ ଘୋଷଣା କରିଛି ପ୍ରଶାସନ। ଜରୁରୀ ସ୍ବାସ୍ଥ୍ୟ ସେବା ଓ ଖିର ଯୋଗାଣ ଛଡ଼ା ଅନ୍ୟ ସମସ୍ତ ବନ୍ଦ ରହିବ। ଏହି ସମୟରେ ୪୦ ସ୍ବାସ୍ଥ୍ୟ ସେବା ଦଳ ଲକ୍ଷଣ ଚିହ୍ନଟରେ ନିୟୋଜିତ ହେବେ, ସମସ୍ତ ଜନସାଧାରଣ ସହଯୋଗ କରିବାକୁ ଆହ୍ବାନ ଦେଇଛି ପ୍ରଶାସନ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ