କଳାହାଣ୍ଡି ୩୬ କାର୍ଟୁନ ମଦ ସହ ୪ ଜଣଙ୍କୁ ଗିରଫ 12/04/2020 YWPSENU3 0 Comments ୩୬ କାର୍ଟୁନ ମଦ ସହ ୪ ଜଣଙ୍କୁ ଗିରଫ କଳାହାଣ୍ଡି:ଲକ ଡାଉନ ପାଇଁ ସମସ୍ତ ମଦ ଦୋକାନ ସିଲ ହୋଇ ଥିବା ବେଳେ ଭବାନୀପାଟଣା ରେଳ ଷ୍ଟେସନ ବାର ମଦ ବିକ୍ରି ଅଭିଯୋଗ ରେ ୩୬ କାର୍ଟୁନ ମଦ ସହ ୪ ଜଣଙ୍କୁ ଗିରଫ କରିଛି ସଦର ଥାନା ପୁଲିସ Spread the love