ମିଥ୍ୟା ଖବର ପରିବେଷଣ ଅଭିଯୋଗ ରେ ଜଣେ ସାମ୍ବାଦିକ ଗିରଫ

କଳାହାଣ୍ଡି:ମହାମାରୀ କରୋନା କୁ ନେଇ ମିଥ୍ୟା ଖବର ପରିବେଷଣ କରି କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ର ଜଣେ ସାମ୍ବାଦିକ ଗିରଫ ୱେବ ଚେନାଲ ସାମ୍ବାଦିକ ହେଲେ ବିମଳ କାନ୍ତ ପଣ୍ଡା ନ୍ୟୂଜ୍ ଏମ୍ ଓଡିଶା ସାମ୍ବାଦିକ କାମ କରନ୍ତି ସେ ଗତ କାଲି ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଖମାର ହଳଦୀ ପଞ୍ଚାୟତ ରେ ଦ୍ଵିତୀୟ କରୋନା ରୋଗୀ ଚିହ୍ନଟ ହୋଇ ଥିବା ବେଳେ ସେହି ବ୍ୟକ୍ତି ଜଣକ ଜୟପାଟଣା ବ୍ଲକ କପୁରମାଲ ଗାଁ ସମ୍ପର୍କୀୟ ଘରକୁ ଯାଇଥିବା ଖବର ଭଳି ମିଥ୍ୟା ଖବର ପରିବେଷଣ କରିଥିଲେ ଫଳରେ ଗାଁ ରେ ଭୟ ର ବାତାବରଣ ଦେଖା ଦେଇଥିଲା ଏହି ଅଭିଯୋଗ ରେ କପୁରମାଲ ସରପଞ୍ଚ ଲିଖିତ ଅଭିଯୋଗ କରିଥିଲେ ଘଟଣା ର ତଦନ୍ତ କରି ଜୟପାଟଣା ପୋଲିସ ଏକ ମାମଲା ରୁଜୁ କରି ସାମ୍ବାଦିକ ଙ୍କୁ ଗିରଫ କରିଛି ବୋଲି ପୋଲିସ ପ୍ରକାଶ କରିଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ