୩ ଜଣ ଭିଏଲଡବ୍ଲ୍ୟୁ ନିଳମ୍ବିତ

ଖୋର୍ଦ୍ଧା: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହେରଫେର ମାମଲାରେ ୩ ଜଣ ଭିଏଲଡବ୍ଲ୍ୟୁ ନିଳମ୍ବିତ ହୋଇଥିବା ଜଣାପଡିଛି । ଶନିବାର ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ କୁମାର ରାଉତ ନିଳମ୍ବିତ କରିଛନ୍ତି ।ସେମାନଙ୍କ ପରିଚୟ ନାରାୟଣ ଜେନା, ଜୟଦେବ ସୁବୁଦ୍ଧି, ଓ କେଦାର ବେହେରା ନିଳମ୍ବନ କରିଥିବା ବେଳେ ବେଗୁନିଆ ବ୍ଲକର ରବି ନାରାୟଣ ମାଝୀ ଓ ମହେନ୍ଦ୍ର ଜେନାଙ୍କୁ କାରଣ ଦର୍ଶାଅ ନୋଟିସ ଜାରିକରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ