୫ଟି ର କାର୍ଯ୍ୟକାରିତା ପାଇଁ ପ୍ରଶାସନର କଠୋର ଆଭିମୁଖ୍ୟ
ଯାଜପୁର, (ଯୁଗାବ୍ଦ ନ୍ୟୁଜ୍) : ପ୍ରଶାସନକୁ ଲୋକାଭିମୁଖୀ କରିବା ସହ ସରକାର ଗୁରୁତ୍ୱ ଦେଇଥିବା ୫ ଟି ମନ୍ତ୍ରକୁ ବାସ୍ତବରେ କାର୍ଯ୍ୟକାରୀ କରିବାକୁ ଜିଲ୍ଳ୍ା ପ୍ରଶାସନ ଗୁରୁତ୍ୱ ଦେଇଚ୍ଥି । ଜିଲ୍ଳ୍ାପାଳ ରଂଜନ କୁମାର ଦାସ ଏଥିପାଇଁ ପୂର୍ବରୁ ବିଭିନ୍ନ ଅଧିକାରୀ ଓ ବିଭାଗୀୟ ମୁଖ୍ୟ ମାନଙ୍କୁ ୫ ଟି ମନ୍ତ୍ରର ମନ୍ତ୍ରଣା ଦେଇଥିବା ବେଳେ ତାହାର କାର୍ଯ୍ୟକାରିତା ପାଇଁ କଠୋର ପଦକ୍ଷେପ ଅବଲମ୍ୱନ କରିଚ୍ଥନ୍ତି । ଜିଲ୍ଳ୍ାପାଳଙ୍କ ମତରେ କେବଳ ଉଚ୍ଚାଚରଣରେ ନୁହେଁ ଆଚରଣ ଓ କାର୍ଯ୍ୟରେ ସ୍ୱଚ୍ଚ୍ଥତା, ସମୟାନୁବର୍ତ୍ତିତା, ଦଳଗତ କାର୍ଯ୍ୟ, ପ୍ରଯୁକ୍ତି ବିଦ୍ୟା ଓ ରୂପାନ୍ତରଣ ପ୍ରକଟିତ ହେବା ଜରୁରୀ । ବିଭିନ୍ନ ବିଭାଗର କାର୍ଯ୍ୟ ସମୀକ୍ଷା ସମୟରେ ଜିଲ୍ଳ୍ା ପ୍ରଶାସନ ଏପରି କେତେକ କର୍ମଚାରୀଙ୍କୁ ଚିହ୍ନଟ କରିଚ୍ଥି , ଯେଉଁମାନେ ନିଜ ଦାୟିତ୍ୱକୁ ସଠିକ କାର୍ଯ୍ୟକାରୀ କରୁନାହାନ୍ତି, କାର୍ଯ୍ୟରେ ଠକୁଚ୍ଥନ୍ତି ବା ମନଇଚ୍ଚ୍ଥା ଅନୁପସ୍ଥିତ ରହୁଚ୍ଥନ୍ତି । ପ୍ରଥମ ପର୍ଯ୍ୟାୟରେ ଗୁରୁବାର ପଞ୍ଚାୟତିରାଜ ବିଭାଗର ୨୦ ଜଣ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଜିଲ୍ଳ୍ାପାଳ ଡକାଇବା ସହ ବିନାନୁମତିରେ ଚ୍ଥୁଟିରେ ରହୁଥିବା, ବ୍ଳ୍କ ବୈଠକରେ ଯୋଗଦେଉ ନଥିବା ଓ କାର୍ଯ୍ୟରେ ଉଲ୍ଲେଖନୀୟ ଅଗ୍ରଗତି କରୁ ନଥିବା କାରଣରୁ ସେମାନଙ୍କୁ ତାଗିଦ କରିଚ୍ଥନ୍ତି । ବିଭିନ୍ନ ଆବାସ ଯୋଜନା ଓ ଅନ୍ୟାନ୍ୟ କାର୍ଯ୍ୟରେ ମନ୍ଥର ପ୍ରଦର୍ଶନ ପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ କୋରାଇ, ଯାଜପୁର, ବଡଚଣା ଜିଲ୍ଳ୍ାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସଂପୃକ୍ତ ନିର୍ବାହୀ ଅଧିକାରୀ ମାନଙ୍କୁ ଜିଲ୍ଳ୍ାପାଳ ନିଜ କାର୍ଯ୍ୟାଳୟକୁ ଡକାଇ ଅଗଷ୍ଟ ୧୫ ତାରିଖ ସୁଦ୍ଧା କାର୍ଯ୍ୟରେ ସୁଧାର ଆଣିବା ଓ ସଂପୂର୍ଣ୍ଣ ପ୍ରକ୍ରିୟାକୁ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ । ଅପର ପକ୍ଷରେ ନିଜ କାର୍ଯ୍ୟ ଶୈଳୀରେ ଉନ୍ନତି ନ ଆଣିଲେ ସଂପୃକ୍ତ ନିର୍ବାହୀ ଅଧିକାରୀ ମାନଙ୍କୁ ବାଧ୍ୟତାମୂଳକ ଅବସର, ସ୍ୱେଚ୍ଚ୍ଥାକୃତ ଅବସର ଇତ୍ୟାଦି ପାଇଁ ବ୍ୟବସ୍ଥା କରାଯିବ ବୋଲି ଜିଲ୍ଳ୍ାପାଳ ସ୍ପଷ୍ଟ କରିଦେଇଚ୍ଥନ୍ତି । ସଂପୃକ୍ତ ନିର୍ବାହୀ ଅଧିକାରୀ ମାନେ ୧୫ ଅଗଷ୍ଟ ସୁଦ୍ଧା କାର୍ଯ୍ୟରେ ସୁଧାର ଆଣିବେ ଓ ପରବର୍ତ୍ତୀ ସମୟରେ ସଠିକ ଭାବେ କାର୍ଯ୍ୟ ସଂପାଦନ କରିବେ ବୋଲି ଲିଖିତ ଭାବେ ଜିଲ୍ଳ୍ାପାଳଙ୍କୁ ଦେଇଚ୍ଥନ୍ତି । ଏହି ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନେ ହେଲେ କୋରାଇ ବ୍ଳ୍କର ମଦନ ମୋହନ ପ୍ରଧାନ, ହୃଷିକେଶ ସିଂ, ସଂଯୁକ୍ତା ସାହୁ, ନାରାୟଣ ଚନ୍ଦ୍ର ବେହେରା, ସୀତାରାଣୀ ସୋରେନ, ଦୀନବନ୍ଧୁ ଓଝା, ଯାଜପୁର ବ୍ଳ୍କର ଲୋପାମୁଦ୍ରା ପଣ୍ଡା, ମୀରା ମଞ୍ଜରୀ ଧଳ, ଲକ୍ଷୀଧର ଦାଶ, ରବିନାରାୟଣ ସାମଲ, ଅଶୋକ କୁମାର ସାହୁ (ଜି.ଆର.ଏସ୍.), ବଡଚଣା ବ୍ଳ୍କର ଦେବେନ୍ଦ୍ର ପୁହାଣ, ସିଦ୍ଧି ମୁଣ୍ଡରୀ, ଦଶରଥପୁର ବ୍ଳ୍କର ଚୈତନ୍ୟ ହାଂସଦା ଓ ବିଂଝାରପୁର ବ୍ଳ୍କର ଆର.ସି. ଲୋକମାନ ଖାଁ ଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଚ୍ଥି । ଏହା ବ୍ୟତୀତ କୋରାଇ ବ୍ଳ୍କର ଜଗନ୍ନାଥ ମାଝୀ, ଲାଖା ପୁର୍ତ୍ତୀ, ଯାଜପୁର ବ୍ଳ୍କର କୀର୍ତ୍ତନ ମଲ୍ଲିକ ଏବଂ ସୁବାଷ ସାମଲ, ବଡଚଣା ବ୍ଳ୍କର ଅମୀୟ ମଲ୍ଲଙ୍କୁ ଜିଲ୍ଳ୍ା କାର୍ଯ୍ୟାଳୟକୁ ଡକାଯାଇଥିଲେ ମଧ୍ୟ ସେମାନେ ଅନୁପସ୍ଥିତ ରହିଥିବାରୁ ପୁନର୍ବାର ଶନିବାର ସେମାନଙ୍କୁ ଜିଲ୍ଳ୍ାପାଳଙ୍କ ନିକଟରେ ହାଜିର ହେବାପାଇଁ ନୋଟିସ କରାଯାଇଚ୍ଥି । ସେମାନେ ଯଦି ଶନିବାର ମଧ୍ୟ ଅନୁପସ୍ଥିତ ରୁହନ୍ତି ତେବେ ସେମାନଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଳ୍ାପାଳ ସତର୍କ କରାଇ ଦେଇଚ୍ଥନ୍ତି । ଅବଶିଷ୍ଟ ବ୍ଳ୍କର ବି.ଡି.ଓ. ମାନେ ଯେଉଁ ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନଙ୍କ ବିରୁଦ୍ଧରେ ରିପୋର୍ଟ ପ୍ରଦାନ କରିଚ୍ଥନ୍ତି ଅନୁରୂପ ଭାବେ ଶନିବାର ସେମାନେ ମଧ୍ୟ ଜିଲ୍ଳ୍ାପାଳଙ୍କ ନିକଟରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଚ୍ଥି ।