୫-ଟି ସଚିବଙ୍କ ହାଟଡିହି ଗ୍ରସ୍ଥନେଇ ପ୍ରଶାସନିକ ଅଧିକାରୀଙ୍କ ସମୀକ୍ଷା

ହାଟଡିହିି, (ବିକାଶ ବିଶ୍ୱାଳ):୫ଟି-ସଚିବ ଭିକେ ପାଣ୍ଡିଆନଙ୍କ ଆସନ୍ତା ୧୧ତାରିଖ ଦିନ ହାଟଡିହି ଗ୍ରସ୍ଥ ନେଇ ପ୍ରଶାସନିକ ଅଧିକାରୀଙ୍କ ସମୀକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜି ଅପରାହ୍ନରେ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ, ଏସ.ପି ନିତିଶ କୁଲଶକର ଡାଗୁଡୁ, ଜିଲ୍ଲାପରିଷଦ ନିର୍ବାହୀ ଅଧିକାରୀ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ, ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ, ଆନନ୍ଦପୁର ଉପଜିଲ୍ଲାପାଳ ଅନିଲ କୁମାର ସେଠୀ, ଏସଡିପିଓ ପ୍ରସାନ୍ତ କୁମାର ବେହେରା, ହାଟଡିହି ବିଡିଓ ସୁଶ୍ରୀ ବିନିତା ବିଜୟିନୀ, ତହସିଲଦାର ମିତାଲି ମଧୁଛନ୍ଦା ପାତ୍ର, ପ୍ରମୁଖ ଯୋଗଦେଇ ଢ଼େଙ୍କାଛକ ନିକଟସ୍ଥ ଫୁଟବଲ ପଡିଆରେ ୫ଟ-ସଚିବଙ୍କ କାର୍ଯ୍ୟକ୍ରମ କରିବାକୁ ସ୍ଥିର କରିବା ସହିତ ହେଲିପ୍ୟାଡ, ପଡିଆ ଆଦି ସ୍ଥାନ ପରିଦର୍ଶନ କରି ସ୍ଥାନ ନିରୁପଣ କରି କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରିଥିଲେ । ଏଥିରେ ଜିଲ୍ଲା ଯୁବ ବିଜେଡି ସଭାପତି ରାକେଶ ରାମ, ଦେବପ୍ରୀୟ ପାତ୍ର, ଇଂ ରବିନ୍ଦ୍ର କୁମାର ସାହୁ, ରବିନ୍ଦ୍ର କୁମାର ନାୟକଙ୍କ ସମେତ ପୁର୍ତ୍ତ ବିଭାଗ, ଗ୍ରାମ୍ୟ ଜଳଯୋଗାଣ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ