୯୦ ଲିଟର ଦେଶୀ ମଦ ଜବତ, ଜଣେ ଗିରଫ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ):ଶନିବାର ହିଞ୍ଜିଳି ଥାନା ପକ୍ଷରୁ ମଦ ଧରପଗଡ କରାଯାଇଛି । ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ନିର୍ଦ୍ଦେଶରେ ଏକ ଟିମ୍ ସ୍ଥାନୀୟ ପୈାରାଞ୍ଚଳ ହିଞ୍ଜିଳି କାଳୀ ମନ୍ଦିର ଛକ ନିକଟରେ ଥିବା ଏକ ତେଜରାତି ଦୋକାନ ଉପରେ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ୯୦ ଲିଟର ଦେଶୀ ମଦ ଜବତ କରିବା ସହ ଦୋକାନୀ ମାଲିକ ରବି ଦାସଙ୍କୁ ଗିରଫ କରିଥିଲେ । ଏ ନେଇ ହିଞ୍ଜିଳି ଥାନା କେଶ ନମମ୍ବ ୧୧୬/୨୦ ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ଦାସଙ୍କ ସୁତ୍ରରୁ ପ୍ରକାଶ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ