୯୫୦କେଜି ଗଂଜେଇ ସହ ଡାଲା ଗାଡି ଜବତ ମାଫିଆ ଚମ୍ପଟ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ବାଲିଗୁଡା ପୋଲିସ ଏସଆଇ ଭୋଳାନାଥ ପଣ୍ଡା ପେଟ୍ରୋଲିଙ୍ଗ କରୁଥିବା ସମୟରେ ଏକ ମହିନ୍ଦ୍ରା ପିକ ଅଫ ଗାଡି ନଂଓଡି୦୮ଭି୨୧୬୯ରେ ଗଂଜେଇ ନେଇ ୍‌ଯାଉଥିବା ସନ୍ଦେହ କରି ପିଛା କରିବା ସମୟରେ ଏହି ଗାଡିରେ ଥିବା ଡ୍ରାଇଭର ଗାଡିକୁ ଛାଡି ଚମ୍ପଟମାରିଛନ୍ତି । ପୋଲିସ ଗାଡିକୁ ଯାଂଚ କରିବା ସମୟରେଗାଟି ମଧ୍ୟରୁ ୯୫୦ କେଜି ଗଂଜେଇ ଜବତ କରିଛନ୍ତି । ଏହି ଗଂଜେଇ ବେନାଙ୍ଗିଆ ଗ୍ରାମରୁ ବାହାରକୁ ଚାଲାଣ ହେଉଥିଲା ।ଏହାକୁ କେଶ ନଂ ୧୫୫/୨୨ରେ୪ ମାମଲାରୁଜୁ କରାଯାଇଛି ବୋଲି ଆଇଆଇସି ଶୁସାନ୍ତ ସାହୁ ସୁଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ