100 ଲିଟର ଦେଶୀ ରନ୍ଧା ମଦ ଜବତ : ଜଣେ ଗିରଫ 

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :-ପାଟପୁର ପୋଲିସ ଢେପାଗୁଡା ଅଞ୍ଚଳ ରେ ଚଢ଼ାଉ କରି 100 ଲିଟର ଦେଶୀ ରନ୍ଧା ମଦ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି l ଢେପାଗୁଡା ଗ୍ରାମର ବିନୋଦ ମଲିକ l ପାଟପୁର ପୋଲିସ ବୁଧବାର ଢେପାଗୁଡା ଅଞ୍ଚଳରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ବିଶେଷ ସୂତ୍ରରୁ ଖବର ପାଇ ବିନୋଦ 100 ଲିଟର ଦେଶୀ ରନ୍ଧା ମଦ ଜବତ କରିଛି l ଏନେଇ ଥାନାରେ ଏକ ମାମଲା 186/22 ରୁଜୁ କରି ଗୁରୁବାର ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଛି l ଜାମିନ ନା ମଞ୍ଜୁର ହେବାରୁ ଅଭିଯୁକ୍ତ କୁ ଦିଗପହଣ୍ଡି ସବ ଜେଲ ହାଜତ କୁ ପଠାଇ ଦିଆଯାଇଛି l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ