ଯୁବ ବିଜେଡି ସଂଖ୍ୟାଲଘୁ ସେଲ ପକ୍ଷରୁ ମହମବତୀ ଶୋଭାଯାତ୍ରା

କେନ୍ଦ୍ରାପଡା ( ଯୁଗାବ୍ଦ ନ୍ୟୁଜ୍): କେନ୍ଦ୍ରାପଡା ଯୁବ ବିଜେଡି ସଂଖ୍ୟାଳଘୁ ସେଲ ପକ୍ଷରୁ ଟ୍ୟୁଙ୍କିଲ ଶର୍ମାଙ୍କ ମୃତ୍ୟୁରେ ଓ ଏୟାରକ୍ରାଫ୍ଟରେ ମୃତ୍ୟୁ ବରଣ କରିଥିବା ୧୪ଜଣ ସୈନିକଙ୍କ ସ୍ମୃତିରେ ଯୁବ ବିଜେଡି ସଂଖ୍ୟାଳଘୁ ସେଲ ସଭାପତି ମୀର ମହମ୍ମଦ ଅମୀରଙ୍କ ନେତୃତ୍ୱରେ ଏକ ମହମବତୀ ଶୋଭାଯାତ୍ରା ନଜୱାନ ୟୁନିଅନ କାର୍ଯ୍ୟାଳୟ ନିକଟରୁ ବାହାରି ପୁରୁଣା ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଆସିଥିଲା । ସେଠାରେ ମୃତକମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବା ସହ ଏଭଳି ଜଘନ୍ୟ କାର୍ଯ୍ୟରେ ଜଡିତଙ୍କୁ କଠୋର ଦଣ୍ଡବିଧାନ ନିମନ୍ତେ ଦାବି କରାଯାଇଥିଲା । ଏଥିରେ ଅବରାର ଖାନ, ସେକ ସଲାଉଦ୍ଦିନ, ନଇମ ଖାନ, ଅବଦୁଲ ମଜିଦ, ମହମ୍ମଦ ମୁଜାହିଦ୍ଦିନ, ଆସିଫ ଖାନ, ସେକ ଇମରାନ, ସେକ ନସିରୁଦ୍ଦିନ, ଏନାମୁଲ ହକ, ଇସମାଇଲ ଖାନ, ସେକ ପ୍ରୀତମ, ସେକ ମତିନ, ହାପି ସେଖ, ଅବଦୁଲ ମଜିଦ, ସେକ ଅନସ, କୟାସ ଖାନ, ସେକ କଲିମ, ସେକ ଇସା, ସେକ ସୁଫିୟାନ, ସେକ ମୁକ୍ତାର, ସେକ ନସିମୁଦ୍ଦିନ, ସେକ ପରବେଜ, ସେକ ଜାକିର, ସେକ ନୁରୁଦିନ, ସେକ ନିୟାଜଉଦ୍ଦିନ, ଅବଦୁଲ ଜବାର, ପଦ୍ମନାଭ ସାହୁ, ସେକ ମସଗୁଲ, ସେକ ଅଗଇଲ୍ୟା, ଅଭ ଖାନ, ଟୁନା ସାହୁ, ସେକ ଆବିଦ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ