“ନୃତ୍ୟ ସଙ୍ଗମ ୨୦୧୯”କୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ

ଭବାନୀପାଟଣା , ( ଯୁଗାବ୍ଦ ନ୍ୟୁଜ) : ଭବାନୀପାଟଣା ସହରସ୍ଥିତ ମହାବୀର ସାଂସ୍କୃତିକ ଅନୁଷ୍ଠାନ ସମ୍ମିଳନୀ କକ୍ଷରେ “ନୃତ୍ୟ ସଙ୍ଗମ ୨୦୧୯” ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । “ନୃତ୍ୟ ସଙ୍ଗମ ୨୦୧୯”କୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ । ଏହି କାର୍ଯ୍ୟକ୍ରମ ଲୋକ କଳା ସଂସ୍କୃତି ଗୀତ , ନାଚ କଳାକୁ ପ୍ରଦର୍ଶିତ କରିବା ପାଇଁ ତିନିଦିନ ଧରି ଭବାନୀପାଟଣା ସହରସ୍ଥିତ ଲାଲ ବାହାଦୂର ଶାସ୍ତ୍ରୀ ଷ୍ଟେଡିୟମରେ ତିନିଦିନ ଧରି ଅନୁଷ୍ଠିତ ହେବ । ଏଥିରେ ରାଜ୍ୟ ବାହାରୁ ୨୦୦ କଳାକାର ଯୋଗଦେବାର କାର‌୍ୟ୍ୟକ୍ରମ ରହିଛି ବୋଲି ଆୟୋଜକ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ