ଯୁବକର ଝୁଲନ୍ତା ଶବ ଠାବ

କଳାହାଣ୍ଡି , ( ଯୁଗାବ୍ଦ ନ୍ୟୁଜ) : କଳାହାଣ୍ଡ ଜିଲ୍ଲା କୋକସରା ବ୍ଲକ ଅଞ୍ଚଳରେ ଯୁବକଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଛି । ସୁଚନାନୁସାରେ , କୋକସରା ବ୍ଲକ ଆମପାଣି ଥାନା ଡେଙ୍ଗାଗୁଡା ଗ୍ରାମର କୁମନ୍ତ ମାଝୀ ଓରଫ ମୁନା ବୋଲି ଜଣାପଡିଛି । ତେବେ ଯୁବକ ଜଣକ ଆତ୍ମହତ୍ୟା କରିଛି ନା ହତ୍ୟା କରି ଆତ୍ମହତ୍ୟା ର ରୂପ ଦିଆଯାଇଛି ତାହା ସନ୍ଦେହ ଘେର ରେ ଥିବା ବେଳେ ଆମପାଣି ପୋଲିସ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ