ମହିଳା ସାମ୍ବାଦିକା ଙ୍କୁ ବର୍ବରତା ର ଦୃଢ ବିରୋଦ୍ଧ

ଭୁବନେଶ୍ୱର, (ଅରବିନ୍ଦ ତ୍ରିପାଠୀ):କର୍ତ୍ତବ୍ୟ ସମ୍ପାଦନ କରୁଥିବା ମହିଳା ସାମ୍ବାଦିକା ଚିନ୍ମୟୀ ସାହୁ ଙ୍କ ପ୍ରତି ହୋଇଥିବା ଅମାନଵୀୟ, ଅଶୋଭନିୟ, ବର୍ବରତା ପୂର୍ଣ୍ଣ ବ୍ୟବହାର ପାଇଁ ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଘୋର ନିନ୍ଦା ଓ ବିରୋଦ୍ଧ କରାଯାଇଛି. ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସ ମହିଳା ସାମ୍ବାଦିକା ଙ୍କୁ କୁକୁର ଛାଡିବା ପରି ଘଟଣା, ଜଣେ ଜନ ପ୍ରତିନିଧି ଙ୍କ ମାନସିକ ବିକୃତି ଘଟିଛି ବୋଲି ସମ୍ପାଦକ ଅରବିନ୍ଦ ତ୍ରିପାଠୀ ମତବ୍ୟକ୍ତ କରିବା ସହ ସଠିକ ତଦନ୍ତ କରି ତାଙ୍କ ବିରୋଦ୍ଧ ରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାର ଙ୍କୁ ଦାବି ଓ ଅନୁରୋଧ କରିଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ