ମାଓ ନେତା ସବ୍ୟସାଚୀ ପଣ୍ଡା 9ଖଲାସ
ମାଓବାଦୀ ନେତା ସବ୍ୟସାଚୀ ପଣ୍ଡା 9 ଟି ବିଭିର ମାମଲାରେ ଗଜପତି ଜିଲ୍ଲା CJM କୋର୍ଟ ଉପଯୁକ୍ତ ସାକ୍ଷ ପ୍ରମାଣ ଅଭାବରୁ ନିର୍ଦୋଷରେ ଖଲାସ କରିଛନ୍ତି । ପୂର୍ବରୁ 43 ଟି ମାମଲାରେ ସବ୍ୟସାଚୀ ରାଜ୍ୟର ବିଭିନ୍ନ କୋର୍ଟ ରେ ଖଲାସ ହୋଇସାରିଛନ୍ତି । ସମୁଦାୟ 134 ଟି ମାମଲାରୁ ସବ୍ୟସାଚୀ ବର୍ତମାନ ସୁଦ୍ଧା 52 ଟି ମାମଲାରେ ଖଳାଶ ହୋଇଛନ୍ତି । 2014 ଜୁଲାଇ 17 ତାରିଖ ରାତିରେ ବଦବଜ଼ାର ଅଞ୍ଚଳରେ ସବ୍ୟସାଚୀ ଵ୍ରହ୍ମପୁର ପୋଲିସ ଦ୍ୱାରା ଧରା ପଡ଼ିଥିଲେ ।