ଭୋଟ ଗଣତି ପାଇଁ ପ୍ରସ୍ତୁତି ଆରମ୍ଭ

ଆଉ ଗୋଟିଏ ପର୍ଯ୍ୟାୟ ନିର୍ବାଚନ ପରେ ଦେଶରେ ସରିବ ସାଧାରଣ ନିର୍ବାଚନ । ଆଉ ଏହାକୁ ନେଇ ଚାରିଆଡି ରହିଛି ଉସ୍ମତା ଏବେ ସବୁ ଦଳ ମାନଙ୍କର ନଜର ଆସନ୍ତା ୨୩ ତାରିଖକୁ ।ଏହି ଦିନ ସାରା ଭାରତରେ ପ୍ରକାଶିତ ହେବ ଫଳ । ଏହି ଦିନ ମଧ୍ୟ ଓଡିଶାରେ ଉଭୟ ବିଧାନସଭା ଓ ଲୋକସଭା ପାଇଁ ଫଳ ପ୍ରକାଶପାଇବ । ଏହାକୁ ନେଇ ଆଜି ସାମ୍ବାଦିକ ସମ୍ମିଳନୀ ସୂଚନା ଦେଇଛନ୍ତି ରାଜ୍ୟନି ିର୍ବାଚନ ଅଧିକାରୀ ସେ କହିଛନ୍ତି ।ସୋମବାର ପ୍ରଥମ ପର୍ଯ୍ୟାୟରେ ୧୪ ଟି ଜିଲ୍ଲାର ରିଟର୍ଣ୍ଣି ଅଫିସରଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ତେବେ ଦିତ୍ବୀୟ ଦିନରେ ୧୬ ଟି ଜିଲ୍ଲାର ରିଟର୍ଣ୍ଣି ଅଫିସରଙ୍କୁ ଟ୍ରେନିଂ ଦିଆଯାଉଛି । ବୁଧବାର ଠାରୁ ଜିଲ୍ଲାସ୍ତରର ନିର୍ବାଚନ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦିଆଯିବ ବୋଲି ମୁଖ୍ୟନିର୍ବାଚନ ଅଧିକାରୀ ସୁଚନା ଦେଇଛନ୍ତି ।ଏହି ଟ୍ରେନଂ ୬ ଦିନ ଧରି ଚାଲିବ ଯେହେତୁ ସାଧାରଣ ନିର୍ବାଚନ ରେ ଭିଭିପାଟର ବ୍ୟବହାର ହୋଇଥିଲା ।ଟ୍ରେନିଂ ଯେତେସୁନ୍ଦର ରହିବ ଭୋଟ ଗଣତି ଯେତେ ଭଲ ରହିବ ବୋଲି ସେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ