ଆଜି ଠାରୁ ଟିକେଟ ବିକ୍ରି ଆରମ୍ଭ ହେଲା
ପୁଣି ଥରେ ରାଜାଧାନୀ ବାସୀ ଦେଖିବେ ହକିର ମହାକୁମ୍ଭ । ଓଡିଶା ପୁରୁଷ ହକି ବିଶ୍ୱକପ ଆୟୋଜନ କରି ବିଶ୍ୱସ୍ତରରେ ନିଜର ପରିଚୟ ସୃଷ୍ଟି କରିସାରିଛି । ଜୁନ ୬ ତାରିଖରୁ ଭୂବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ଏହି ମହାସିରିଜ । ଏଥିପାଇଁ ଆଜି ଠାରୁ ଟିକେଟ ବ୍ରିକ୍ରି ଆରମ୍ଭ ହୋଇଛି । ଏହି ସିରିଜ ମ୍ୟାଚ୍ ଆସନ୍ତାଜୁନ ୬ ତାରିଖ ଠାରୁ ଆରମ୍ଭ ହୋଇ ଜୁନ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ ।