କ୍ରିକେଟ୍ ବିଶ୍ୱ କପ ପାଇର୍ ଲିମିଟେଡ୍ ଏଡିଶନର ବଜାର ପ୍ରବେଶ

(ଯୁଗାଦ୍ଦ ନ୍ୟୁଜ) ,ସିଗ୍ରାମ୍ର ରୟାଲ୍ ଷ୍ଟାଗ୍ ପକ୍ଷରୁ କ୍ରିକେଟ୍ ବିଶ୍ୱ କପ ପାଇଁ ଲିମିଟେଡତ ଏଡିଶନର ବଜାର ପ୍ରବେଶ କରାଯାଇଛି । ଏହାକୁ ଇଗଲିଭ୍ ଡିଜାଇନିଂ କରିଛନ୍ତି । କ୍ରିକେଟ୍ ବିଶ୍ୱ କପ-୨୦୧୯ ଇଂଲଣ୍ଡ ଏବଂ ୱଲେସ୍ ରେ ଅନୁଷ୍ଠିତ ହେବ ।
ଏହି ଅବସରରେ ପେରନର୍ଡ ରିକାର୍ଡ ଇଣ୍ଡିଆର ମୁଖ୍ୟ ମାର୍କେଟିଙ୍ଗ୍ ଅଫିସର୍ କାର୍ତିକ ମହିନ୍ଦ୍ରା କହିଲେ, “ ରୟାଲ ଷ୍ଟାଗ୍ ଏକ ଆଇକନିକ୍ ବ୍ରାଣ୍ଡ ଭାବେ ଅସଂଖ୍ୟ ଗ୍ରାହକଙ୍କ ବିଶ୍ୱାସନୀୟତା ହାସଲ କରିପାରିଛି । ଏବେ କ୍ରିକେଟ ବିଶ୍ୱ କପ୍-୨୦୧୯କୁ ଦ୍ୟଷ୍ଟିରେ ରଖି ଏହାର ଲିଟେଡ୍ ଏଡିଶନ୍ର ବଜାର ପ୍ରବେଶ କରାଯାଇଛି । ଏହା ସହିତ ଗ୍ରାହକଙ୍କ ପାଇଁ ପ୍ୟାକ୍ କଂଟେଷ୍ଟ ଅଫର ଉପଲବ୍ଧ ହେଉଛି ।
ଏହି ଅବସରରେ ଓଗଲିଭ୍ ସଭାପତି କପିଲ୍ ଆରୋରା କହିଲେ, “ ରୟାଲ ଷ୍ଟାଗ୍ ଏକ ଆଇକନିକ୍ ବ୍ରାଣ୍ଡ ପକ୍ଷରୁ କ୍ରିକେଟ ବିଶ୍ୱକପ୍-୨୦୧୯ ଲାଗି ଲିମିଟେଡ୍ ଏଡିଶନ୍ ଉପଲବ୍ଧ କରାଯାଉଛି । ଏହା ଗ୍ରାହକଙ୍କୁ ବେଶ୍ ପସନ୍ଦ ଆସିବାର ଆଶା ରହିଛି ।
ସୂଚନାଯୋଗ୍ୟ, ରୟାଲ ଷ୍ଟାଗ୍ ବ୍ୟାରେଲ୍ ପେରନଡ୍ ରିକାର୍ଡର ଏକ ଅତୁଳନୀୟ ବ୍ରାଣ୍ଡ ଭାବେ ଗ୍ରାହକଙ୍କ ବିଶ୍ୱାସନୀୟତା ଜିଣିବା ସହିତ ବିଭିନ୍ନ ଉତ୍ପାଦ ଉପଲବ୍ଧ କରାଇବାକୁ ସକ୍ଷମ ହୋଇଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ