ବିରୋଧୀ ଜଣାଇଲେ ମୋଦୀଙ୍କୁ ଶୁଭେଛା
ପ୍ରାଥମିକ ଭୋଟ ଗଣତି ଅନୁସାରେ ବିଜେପି ମ୍ୟାଜିକ ନମ୍ବର ଠାରୁ ବହୁ ଆସନ ଦଖଲ କରିବ ବୋଲି ଏବେ ଆସୁଥିବା ଟ୍ରେଣ୍ଡ ସ୍ପଷ୍ଟ ହୋଇଛି । ଅର୍ଥାତ ଦ୍ୱତୀୟ ଥର ପାଇଁ ନରେନ୍ଦ୍ର ମୋଦୀ ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି । ଏହା ଜାଣିବା ପରେ ବିରୋଧି ଦଳ ଗୁଡିକ ମୋଦିଙ୍କୁ ଶୁଭେଛା ଜଣାଇବା ଆରମ୍ଭ କଲେଣୀ । ପ୍ରଥମେ ଏନସି ନେତା ଓ ପୂର୍ବତନ ମୁଖ୍ୟମନ୍ତ୍ରୀୁ ଉମାର ଅବଦୁଲା ଟ୍ୱିଟ୍ କରି ଏକଜିଟ୍ ପୋଲ ସତ ହୋଇଛି ବୋଲି ଜଣାଇବା ସହ ଅମିତ ଓ ନରେନ୍ଦ୍ରଙ୍କୁ ଶୁଭେଛା ଜଣାଇଛନ୍ତି ଏହି ବରିଷ୍ଠ ନେତା ।


