କଂଗ୍ରେସ ପଦରୁ ଇସ୍ତଫା ଦେବା ପାଇଁ ରହୁଲ ଗାନ୍ଧୀ ଅଟଳ ?
୨୦୧୯ ନିର୍ବାଚନରେ କଂଗ୍ରେସ ଦଳ ଅତି ଶୋଚନୀୟ ଭାବେ ପରାସ୍ତ ହେବା ପରେ କଂଗ୍ରେସ ଅଧକ୍ଷ ରାହୁଲଗାନ୍ଧୀ କଂଗ୍ରେସ ପଦରୁ ଇସ୍ତଫା ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଆଜି କଂଗ୍ରେସର କାର୍ଯ୍ୟକାରିଣୀ ବୈଠକରେ ରାହୁଲଙ୍କ ଇସ୍ତଫା କୁ ଅଗ୍ରାହ୍ୟ କରାଯାଇଛି । ହେଲେ ରାହୁଲ ଅଧକ୍ଷ ପଦରୁ ଇସ୍ତଫା ପଦରୁ ଦେବାକୁ ଚାହୁଁଥିବା ଜଣାପଡିଛି । ତାଙ୍କରି ମା ଇନ୍ଦିରାଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ବହୁ ବୁଝାସୁଝା କରିଥିବା ଜଣାପଡିଛି । କିନ୍ତୁ ସେ ନିଜର ନିଷ୍ପତ୍ତି ନେବେ ବୋଲି ଜଣାପଡିଛି । କଂଗ୍ରେସ ପୁରୁଖା ନେତା ମାନଙ୍କ ମଧ୍ୟରେ ଆଲୋଚନା ଚାଲିଛି ଯଦି କଂଗ୍ରେସ ଅଧକ୍ଷ ପଦରୁ ରାହୁଲ ଗାନ୍ଧୀ ଇସ୍ତଫା ଦେବେ ତେବେ କଂଗ୍ରେସର ଅଧକ୍ଷପଦ କିଏ ତୁଲାଇବ ତାହାକୁ ନେଇ ଚର୍ଚ୍ଚା ଚାଲିଛି ।