ସୁରକ୍ଷିତ ଭାବେ ଠାବ ହେଲା କଳ୍ପନା ଙ୍କ ମର ଶରୀର

ଉଚ୍ଚତ୍ତମ ଶୃଙ୍ଗ ଆରୋହଣ କରି ଫେରୁ ଥିବା ସମୟରେ ପର୍ବତ ମଧ୍ୟଭାଗରେ ଅମ୍ଲଜାନ ଅଭାବରୁ ପ୍ରାଣ ହରାଇଥିବା କଳ୍ପନା ଦାସଙ୍କୁ ସଫଳତାର ସହ ଉଦ୍ଧାର କରାଯାଇଛି । ପାର୍ଥୀବ ଶରୀରକୁ ନେପାଳି ସେରପା ଦଳ ଉଦ୍ଧାର କରି କ୍ୟାମ୍ପ ୪ କୁ ଅଣାଯାଇଛି । ଏହା ପରେ ତାଙ୍କ ମରଶରୀରକୁ କାଠମାଣ୍ଡୁ ଅଣାଯିବ । ଏହା ପରେ ଭାରତୀୟ ଦୁତାବାଦ ଓ ଉଦ୍ଧାରକାରୀ ଦଳଙ୍କ ସହାୟତାରେ ଭୂବନେଶ୍ୱର ଅଣାଯିବ ଓଡିଶା । କଳ୍ପନା ଙ୍କ ମୃତ ଦେହକୁ ଆଣିବା୍କୁ ଓଡିଶାରୁ ୩ ୍ଜଣିଆ ଟିମ୍ କାଠମାଣ୍ଡୁ ଗ୍ରସ୍ତ କରିଛନ୍ତି । ଟିମରେ ପର୍ବତରୋହି ଗଣେଷ ଜେନା ,ଓ କଳ୍ପନା ଙ୍କ ପରିବାର ସଦସ୍ୟ ଯାଇଛନ୍ତି । ଆଉ ଦୁଇ ତିନି ଦିନ ପରେ ଅର୍ଥାତ ଶନିବାର ଦିନ ସୁଦ୍ଧା ଓଡିଶାରେ କଳ୍ପନା ଙ୍କ ମରଶରୀର ଭୂବନେଶ୍ୱର ବିମାନବନ୍ଦରରେ ପହଞ୍ଚିବ । କଳ୍ପନାଙ୍କ ମୃତ ଦେହକୁ ଉଦ୍ଧାର କରିଥିବା ରାଜ୍ୟ କ୍ରିଡା ବିଭାଗ ତରଫରୁ ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ