ଲୋକଡାଉନରେ ଲୋକ ହେଲା ଗଞ୍ଜାମ ଗଜପତି ସୀମା
ଗଜପତି,(ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ କମଳାପୁରନିକଟରେ ଗଂଞ୍ଜମଜିଲ୍ଲା ଗଜପତି ସୀମାରେ ତହସିଲଦାର କଲ୍ୟାଣି ସଂଗମିତ୍ର ଦେବୀ, ଥାନା ଅଧିକାରୀ ସୁଜିତି କୁମାର ନାୟକ ଉପସ୍ଥିତରେ ରାଜ୍ୟ ରାଜପଥ ୩୨୬କୁ ବନ୍ଦ କରିଦିଆଯାଇଛି ଯେପରି କୌଣସି ବାହାରୁ ଆସୁଥିବା ଗାଡ଼ି ଯାଞ୍ଚ କରିବାସହ ବ୍ୟକ୍ତିଙ୍କ ପରିଚୟ ପତ୍ର ଯାଞ୍ଚ କରାଯାଉଛି ସେପରି୨୪ଘଣ୍ଟା ପହରା ଦେଉଛନ୍ତି ପୋଲିସି ସେପରି ଅଡବାଥାନା ଆଇଆଇସି ଦାଇତ୍ୱ ରେ ଥିବା ଆଲୋକ ରଞ୍ଜନ ଜଗଦଲା କନ୍ଧମାଳଓ ଗଜପତି ଜିଲ୍ଲା ସୀମାନ୍ତରେ ମଧ୍ୟ୍ୟ ପାଣିଗଣ୍ଡା ନିକଟରେ ବ୍ଲକ କରା ଯାଇଥିଲା ଏପରିକି ପୋଲିସି ପକ୍ଷରୁ ନିୟମ ଲାଗୁ କୋରାଗୋଲା୨ଚକିଆ ଯାନ ବାହନ କୌଣସି ଭି ନ ଧରି ବୁଲିବା ପାଇଁ ମନା କରାଯାଇଛି ଯଦି କୌଣସି ବ୍ୟକ୍ତି ଏ ନିୟମ କୁ ଉଲଘଂନ କରେ ସେ ବ୍ୟକ୍ତିଙ୍କ ନାମରେ ଦୃଢ କାର୍ଯ୍ୟ ଗ୍ରହଣ କରିବା ସହ ଦୁଇ ଚକିଆ ଗାଡ଼ି କୁ ସିଜ କରାଯିବ ବୋଲି ନିର୍ଦେଶ ଦେଇଛନ୍ତି ପ୍ରଶାସନ


