କଇଁଛ ଆକୃତିର ମୁଦି

ଭଗବାନ ବିଷ୍ଣୁ କଇଁଛ ଅବତାର ଗ୍ରହଣ କରିଥିବାରୁ ହିନ୍ଦୁ ଧର୍ମର କଇଁଛକୁ ଶୁଭ ବୋଲି ବିବେଚନା କରାଯାଇଥାଏ । ସକାରାତ୍ମକ ପ୍ରଭାବ ଓ ଆତ୍ମବିଶ୍ୱାସ ବୃଦ୍ଧି ପାଇଁ କଇଁଛ ଆକୃତିର ମୁଦି ପିନ୍ଧିବାକୁ ଜ୍ୟୋତିଷମାନେ ପରାମର୍ଶ ଦେଇଥାନ୍ତି । ଏହି ମୁଦିକୁ ଘରେ ରଖିବା ଦ୍ୱାରା ମଧ୍ୟ ଆର୍ଥିକ ଅଭିବୃଦ୍ଧି ହେବା ସହ ସକାରାତ୍ମକ ଶକ୍ତି ଘରେ ପ୍ରବେଶ କରିଥାଏ ବୋଲି କୁହାଯାଏ । ତେବେ ଏହି ମୁଦି ପିନ୍ଧିବା ସମୟରେ କିଛି କଥା ଉପରେ ଧ୍ୟାନ ଦେବାକୁ ପଡେ । ଆସନ୍ତୁ ଜାଣିବା ସେଗୁଡିକ ସମ୍ପର୍କରେ ।
ଏହି ମୁଦି ପିନ୍ଧିବା ସମୟରେ ଧ୍ୟାନ ଦେବେ ଯେପରି କଇଁଛର ମୁଣ୍ଡ ଭାଗ ଆପଣଙ୍କ ଆଡକୁ ରହିବ । କଇଁଛର ଆକୃତିର ମୁଦିକୁ ଆପଣ ନିଜ ବଜେଟ ଅନୁସାରେ ଗଢ଼ାଇପାରିବେ । ଆପଣ ଏହାକୁ ରୁପା ଓ ସୁନା ଧାତୁରେ ମଧ୍ୟ ଗଢ଼ାଇପାରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ