ଦକ୍ଷିଣା ଅଞ୍ଚଳ ରାଜସ୍ୱ କମିଶନର ଙ୍କ ଦିନିକିୟା ମୋହନା ଗସ୍ତ

ମୋହନା,(ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ମୋହନା ବ୍ଲକ ର ବିଭିନ ସ୍ଥାନ ବୁଲି ପରିଦର୍ଶନ କରିଛନ୍ତି ଦକ୍ଷିଣା ଅଞ୍ଚଳ ରାଜସ୍ୱ କମିଶନର ଟି.ଆଓ ପ୍ରଥମେ କମଳାପୁର  ସ୍ଥିତ ଗଂଞ୍ଜାମ ଗଜପତି ସୀମାରେ ପହଂଚି ସ୍ଥିତି ଅନୁଧ୍ୟାନ କରି ବୁଝିଥିଲେ  ସେଠୁ ଲୁହାଗୁଡିରେ ଥିବା ଆଦିବାସୀ ହଷ୍ଟେଲ ରେ ପହଂଚି କୋରଇଣ୍ଟାନ  ଘର ବୁଲି ଦେଖିଥିଲେ ପରେ ଚାନ୍ଦିପୁଟ ରେ ହଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି କେମିତି କୌଣସି ବ୍ୟକ୍ତି  ଆକ୍ରାନ୍ତ ହଇ ଆସିଲେ ତାକୁ କିପରି ଯତ୍ନ  ନେବା ଅ ତା ଠାରୁ ଦୁରେଇ ରହି ଚିକିତ୍ସା କରିବା ଏବଂ ଅଞ୍ଚଳରେ ଲୋକେ କିପରି ଘରେ ରହିବେ ହାତ ଧୋଇବେ ସୁସ୍ଥ ରହି ଦୂରତା ରଖିବେ ଓ ଅଞ୍ଚଳ କୁ କେତେ ବ୍ୟକ୍ତି  ବାହାରୁ ଆସିଛନ୍ତି ସେମାନେ କିପରି ଅଛନ୍ତି ବୁଝି ଫେରି ଥିଲେ ତାଙ୍କୁ ସ୍ୱାଗତ ଜଣାଇଥିଲେ ସ୍ଥାନୀୟ ତସିଲିଦାର କଲୟଣୀ ସଙ୍ଗମିତ୍ରଦେବୀ,ବିଡ଼ିଓ ବଂଶୀଧର ଖୁସଲା,ସରକାରୀ ଯନ୍ତ୍ରୀ ଜଗବନ୍ଧୁ ଆଚର୍ଯ୍ୟ, ପୋଲିସି ପ୍ରଶାସନ ଉପସ୍ଥିତ ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ