ହାଟ୍ରିକ ବିଜୟ ଲକ୍ଷରେ ଭାରତ , ବର୍ଷା ଯୋଗୁଁ ଖେଳ ବାଧା ପ୍ରାପ୍ତ

ଚଳିତ ବିଶ୍ୱକପରେ ଆଜି ଭାରତ ତାର ତୃୃତୀୟ ମ୍ୟାଚରେ ନ୍ୟୁଜଲ୍ୟାଣ୍ଡକୁ ଭେଟୁଛି । ନଟିଂହୋମରେ ହେବାକୁ ଥିବା ଏହି ମ୍ୟାଚରେ ବର୍ଷା ସାଜିଛି ବାଧକ । ଦୁଇ ଦଳ ଉପରେ ନଜର ପକାଇଲେ ଅଭ୍ୟାସ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ଭାରତ ବିପକ୍ଷରେ ସହଜସାଧ୍ୟ ବିଜୟ ହାସଲ କରିଥିଲା । ଦୁଇ ଦେଶ ବିଶ୍ୱକୁପରେ ସାତଥର ଉଭୟ ଉଭୟଙ୍କୁ ଭେଟିଛନ୍ତି । ଯେଉଁଥିରେ ଭାରତ ତିନି ଥର ବିଜୟ ହାସଲ କରିଥିବାବେଳେ ନ୍ୟୁଜିଲ୍ୟଆ ୪ଥର ଦଜିତିଛି । ଭାରତ ଚଳିତ ବିଶ୍ୱକପରେ ଦୁଇଟି ମ୍ୟାଚ ଜିତି ପଏଣ୍ଟ ଟେବୁଲର ୪ର୍ଥ ସ୍ଥାନରେ ଥିୁବା ବେଳେ ନ୍ୟୁଜିଲ୍ୟାଣ୍ଡ ତିନୋଟି ବ୍ୟାଚରେ ବିଜୟ ଜିତି ଛଅ ପଏଣ୍ଟ ସହ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନରେ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ