ଆସନ୍ତା କାଲିଠାରୁ ସର୍ବଭାରତୀୟ ଡାକ୍ତରଙ୍କ ଧର୍ମଘଟ
ପଶ୍ଚିମବଙ୍ଗ ଡାକ୍ରରଙ୍କ ଉପରେ ଆକ୍ରମଣ ଘଟଣା ପରେ ଭାରତୀୟ ମେଡିକାଲ ଆସୋସିଏସନ ପକ୍ଷରୁ ଦେଶରେ ୨୪ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଆସନ୍ତା କାଲି ସକାଳ ୬ ଟା ଠାରୁ ମଙ୍ଗଳବାର ସଂନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ସମସ୍ତ ଡାକ୍ତର ଧର୍ମଘଟ ଜାରୀ ରହିବ । ଜରୁରୀ କାଳିନ ସେବା କୁ ତ୍ୱରିତ କରାଯିବ । କେନ୍ଦ୍ର ସ୍ୱାସ୍ଥ ମନ୍ତ୍ରୀ ପକ୍ଷରୁ ଡାକ୍ରରଙ୍କୁ ସୁରକ୍ଷା ଦେବା ପାଇଁ ସୁନିଶ୍ଚିତ କହିବା ପରେ ଆଇଏମଏମ ପକ୍ଷରୁ ଘୋଷଣା କରାଯାଇଥô୍ଲ।। ଏହା ସହ ଡାକ୍ରରଙ୍କ ସୁରକ୍ଷା ନିମନ୍ତେ ଆଇପିସି ଓ ସିପିସିରେ ଡାକ୍ରରଙ୍କ ଉପରେ ହିଂସା ଘଟାଉଥିବା ବ୍ୟକ୍ତି ମାନଙ୍କ ଉପରେ ଉଚିତ ପଦକ୍ଷେପ ଗ୍ରହଣ କରିବା ଦରକାର । ଆଇଏମଏ ପକ୍ଷରୁ କେନ୍ଦ୍ର ଗୃହମନ୍ତ୍ରୀ ଆଇନ କାନୁନକୁ ଆଣିବାକୁ ଦାବୀ କରିଛନ୍ତି ।,