ତ୍ରୟୋଦଶ ରାଜ୍ୟ ସ୍ତରୀୟ ଶିଶୁ ମହୋସ୍ରବ ପାଳିତ

ବ୍ରହ୍ମପୁର ,( ଯୁଗାବ୍ଦ ନ୍ୟୁଜ୍) ଗୁରୁବାର ଠାରୁ ଆରମ୍ଭ ହୋଇଥିବା ତ୍ରୟୋଦଶ ସ୍ତରୀୟ ଶିଶୁ ମହୋସ୍ରବର ର ଆଜି ହେଉଛି ଦ୍ୱିତୀୟ ଦିବସ । ଗତକାଲି ରାଜ୍ୟସ୍ତରୀୟ ଶିଶୁ ମହୋସ୍ରବକୁ ଜିଲ୍ଲା ସଂସ୍କୃତି ଅଧିକାରୀ ଶୁକ୍ରବାର ଶୁକ୍ରୁ ସ୍ୱାଇଁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଆଜିର ଏହି ମହୋସ୍ରବରେ ବରିଷ୍ଠ ସାମ୍ବାଦି୍କ ସୁଦୀପ ସାହୁ , ଉପଖଣ୍ଡ ପ୍ରଶାସନିକ ଅଧିକାରୀ ସରିତା ପଟ୍ଟନାୟକ , ଦକ୍ଷିଣ ଓଡିଶା କଳାକାର ସଂଘର କେ ସଭାପତି କେ ବଳରାମ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଏହା ପରେ ଶେଷରେ କଳାକାରଙ୍କୁ ଆର୍ଶିବାଦ ଓଡିଶୀ ନୃତ୍ୟ ଶିଶୁ କଳାକାରଙ୍କୁ ଆଶ୍ରୀବାଦ ପ୍ରତିପାଦନ କରିଥିଲେ । ସୂର୍ଯ୍ୟନାରାୟଣ ପାତ୍ର ଙ୍କ ସଯୋଜନାରେ କାର୍ଯ୍ୟକ୍ରମ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରକାଶ ଚନ୍ଦ୍ର ଶତପଥି ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ