କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ନିଖୋଜ ନେଇ ପୋଷ୍ଟର

ବାଲେଶ୍ୱର, (ସରୋଜ ପଣ୍ଡା):କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ନିଖୋଜ ନେଇ ପୋଷ୍ଟର ମରା ଘଟଣା, ବାଲେଶ୍ୱର ସହଦେବଖୁଣ୍ଟା ଥାନାରେ ୪ ଜଣଙ୍କ ନାଁରେ ଲିଖିତ ଅଭିଯୋଗ, ବିଜେପି ପକ୍ଷରୁ ୪ ଜଣଙ୍କ ନାଁରେ ଥାନାରେ ଅଭିଯୋଗ, କେନ୍ଦ୍ରମନ୍ତ୍ରୀ ନିଖୋଜ ନେଇ ସହରରେ ପୋଷ୍ଟର ମରାଯାଇଥିବା ଅଭିଯୋଗ ରବିବାର ସକାଳେ ବାଲେଶ୍ୱର ବାସିନ୍ଦା ରାସ୍ତାକୁ ବାହାରିଥିଲା ବେଳେ ହଠାତ ବାଲେଶ୍ୱର ସହରର କାନ୍ଥବାଡ଼ରେ କେନ୍ଦ୍ରମନ୍ତ୍ରୀଙ୍କ ପୋଷ୍ଟର ଲାଗିଥିବା ଦେଖିବାକୁ ପାଇଥିଲେ।ପୋଷ୍ଟର ଗୁଡ଼ିକରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ନିଖୋଜ ହୋଇଥିବା ଉଲ୍ଲେଖ ଥିବା ଦେଖାଯାଇଥିଲା।ପୋଷ୍ଟର ସୌଜନ୍ୟରେ ବାଲେଶ୍ୱର ପିପୁଲ ଲେଖାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ