ପାକ୍ ଅଧିକୃତ କାଶ୍ମୀରରେ ଖୋଲିଲା ଆତଙ୍କୀ କ୍ୟାମ୍ପ ,ଗୁଇନ୍ଦା ବିଭାଗର ସୂଚନା

ଭାରତ ତରଫରୁ ହୋଇଥିବା ବାଲାକୋଟ ଆକ୍ରମଣ ପରେ ପାକିସ୍ତାନ ଅଧିକୃତ କାଶ୍ମୀରରେ ଥିବା ଲଞ୍ଚପ୍ୟାଡ ଓ ଆତଙ୍କବାଦୀ କ୍ୟାମ୍ପ ଗୁଡିକୁ ସାମୟିକ ଭାବେ ଉଠାଇଦେଇଥିଲା । ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନଖାନ ଆମେରିକା ଗ୍ରସ୍ତ କରି ଆସିବା ପରେ ପାକିସ୍ତାନ ମୁଖରେ ହସ ଫୁଟିଛି । କିନ୍ତୁ ପାକ୍ ଅଧିକୃତ କାଶ୍ମୀରରେ କ୍ୟାମ୍ପ ଓ ଲଞ୍ଚ ପ୍ୟାଡ ଗୁଡିକ ପୁଣୀ ଥରେ ଖୋଲାଯାଇଛି । କୁହାଯାଉଛି ପୁଣୀ ଥରେ ି ଭାରତ ଉପରେ ବଡ ଧରଣର ପାକିସ୍ତାନ ଆତଙ୍କବାଦୀ ସଂଗଠନ ହମଲା କରିବା ପାଇଁ ଚାଲ କରୁଥିବା ଗୁଇନ୍ଦା ବିଭାଗ ସୂଚନା ଦେଇଛି । କୁହାଯାଉଛି କୁଖ୍ୟାତ ଆତଙ୍କବାଦୀ ମାସୁଦ୍ ଆଝାରର ଭାଇ ଇବ୍ରାହିମ୍ କୁ ଦାଇ୍ତ୍ୱ ଦିଆଯାଇଥିବା କଥା କୁହାଯାଉଛି । ଏହା ସହିତ ପାକିସ୍ତାନ ଅଧିକୃତ କାଶ୍ମୀରରେ ଇବ୍ରାହିମ ଆଝାର ରହିଥିବା ଗୁଇନ୍ଦା ରିପୋର୍ଟ କହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ