ଗଛ ସହ ବନ୍ଧୁତା ବାନ୍ଧିଲେ କୁନି ଚିତ୍ର ଶିଳ୍ପି
ଭୂବନେଶ୍ୱର ,(ଯୁଗାବ୍ଦ ନ୍ୟୁଜ୍) : ୱାଟସ ଆପ୍ ଓ ଫେସବୁକ ,ଅଧୁନା ସମୟରେ ଦୂରଦୂରାନ୍ତରୁ ବନ୍ଧୁତ୍ୱ ଦିନର ଶୁଭେଚ୍ଛା ଜଣାଉଥିବା ବେଳେ ରାଜଧାନୀ ଭୂବନେଶ୍ୱରରେ ହୋଟେଲ ସାଙ୍ଗ ସାଥି ମେଳରେ ପାର୍କ ଆଦି ଯାଇ ବନ୍ଧୁତ୍ୱ ଦିବସକୁ ଧୁମଧାମରେ ପାଳନ କରୁଥିବା ସାଙ୍ଗକୁ ରଙ୍ଗୀନ କାର୍ଯର୍୍ୟକ୍ରମରେ ସାମିଲ ହୋଇ ମଜାମଜଲିସରେ ଦିନଟିକୁ କଟାଇଥିବା ବେଳେ ବଜାରରେ ମିଳୁଥିବା ଫେଣ୍ଡସିପ୍ ବେଣ୍ଡ୍ ସାଙ୍ଗ ସାଥି ମେଳରେ ବାନ୍ଧୀ ଥିବାର ଦେଖିବାକୁ ମିଳିଥିଲା ବେଳେ ିବସ ପୋଖରୀପୁଟର ଇନ୍ଦ୍ର ସ୍ଥସ୍ଥିତ ‘ଚିତ୍ରଶାଳା’ ଅନୁଷ୍ଠାନ ତରଫରୁ କୁନି ଚିତ୍ର ଶିଳ୍ପକୁ ଗୋଟାଏଁ ଲେଖେ ଗଛ ଦେଇ ଗଛ ସହ ବନ୍ଧୁତା ସ୍ଥାପନ କରିବା ପାଇଁ ମଧ୍ୟରେ ଦେଖିବାକୁ ମିଳିଥିଲା । ସାମାଜିକ ଚିନ୍ତାଧାରାରେ ଉଦ୍ବୁଦ୍ଧ ହୋଇ ଚିତ୍ରଶାଳା ଅନୁଷ୍ଠାନ ପକ୍ଷରୁ କୁନି ଚିତ୍ରଶିଳ୍ପୀଙ୍କୁ ଗୋଟିଏ ଲେଖାଏଁ •ରା ରୋପଣ କରିବା ପାଇଁ ଉଦ୍ବୋଧନ ରେ କହିଥିଲେ । ଏହି ଅବସରରେ ସାମାଜିକ କର୍ମୀ ସୁଶାନ୍ତ ସାହୁ ଗ୍ଲୋବାଲ ୱାର୍ମିରେ ପ୍ରଦୂଷଣ ବଢିଥିବାରୁ ଏଥିରୁ ରକ୍ଷା ପାଇବା ପାଇଁ ଗଛ ସହ ଟିଏ ବୃକ୍ଷସହ ବନ୍ଧୁତା ସ୍ଥାପନ କରିବାକୁ କହିଥିଲେ । ଏହା ସହ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଚିତ୍ରଶିଳ୍ପୀ ଅନସୂୟା ସାହୁ, ସାମାଜିକ କର୍ମୀ ତ୍ରିଲୋଚନ ବେଉରା,ପ୍ରିୟବ୍ରତ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ବୃକ୍ଷର ମହତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ ।


