ଓଡ଼ିଶା ଦୁର୍ନୀତି ସଂଘର୍ଷ ମଞ୍ଚର ଶୋକ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ବରିଷ୍ଠ ସାମ୍ବାଦିକ ରଣଜିତ୍ ଗୁରୁଙ୍କ ଅକାଳ ବିୟୋଗରେ ଓଡ଼ିଶା ଦୁର୍ନୀତି ସଂଘର୍ଷ ମଞ୍ଚ ତରଫରୁ ଗଭୀର ଶୋକ ପ୍ରକାଶ କରିଛନ୍ତି ମଞ୍ଚର ଅଧ୍ୟକ୍ଷ ଡଃ ନନ୍ଦନନ୍ଦନ ଦାସ ଓ ରାଜ୍ୟ ସାଧାରଣ ସମ୍ପାଦକ ଇଂ ଜଗବନ୍ଧୁ ଷଡ଼ଙ୍ଗୀ । ରଣଜିତ୍ ବାବୁ ଜଣେ ସ୍ୱନାମଧନ୍ୟ ସାମ୍ବାଦିକ, ପତ୍ରକାର ଓ ଲେଖକ ଥିଲେ । ସର୍ବୋପରି ସେ ଜଣେ ଭଣ ମଣିଷ ଥିଲେ । ତାଙ୍କର ଅକାଳ ବିୟୋଗରେ ସାରା ଓଡ଼ିଶାବାସୀ ମିି୍ରୟମାଣ ହୋଇପଡ଼ିଛନ୍ତି । ତାଙ୍କର ଅମର ଆତ୍ମାକୁ ଜଗନ୍ନାଥ ସଦ୍ଗତି ଦିଅନ୍ତୁ ଓ ତାଙ୍କର ପରିବାରବର୍ଗଙ୍କୁ ତାଙ୍କ ଅନୁପସ୍ଥିତରେ ସହାୟକ ହୁଅନ୍ତୁ ବୋଲି ମଞ୍ଚ ତରଫରୁ ଜଗନ୍ନାଥଙକୁ ପ୍ରାର୍ଥନା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ