ପୁରୀ ଦାଇତ୍ୱ ଗ୍ରହଣ କଲେ ଡ.କ୍ରିଷନ କୁମାର 22/08/2019 admin 0 Comments ଦାଇତ୍ୱ ଗ୍ରହଣ କଲେ ଡ.କ୍ରିଷନ କୁମାର ଶ୍ରୀମନ୍ଦିର ର ମୁଖ୍ୟପ୍ରଶାସକ ଭାବେ ଗୁରୁବାର ଦାଇତ୍ୱ ଗ୍ରହଣ କରିଛନ୍ତି ଡ.କ୍ରିଷନ କୁମାର ସେ ପୂର୍ତ୍ତ ବିଭାଗର ସଚିବ ରହିବା ସହ ଏହି ଅତିରିକ୍ତ ଗୁରୁଦାଇତ୍ୱ ଦେଇଛନ୍ତି ରାଜ୍ୟସରକାର ଗତ ୧୫ ତାରିଖରେ ରାଜ୍ୟସରକାର ପ୍ରଦିପ ମହାପାତ୍ର ଙ୍କ ଜାଗାରେ କ୍ରିଷନ କୁମାର ଙ୍କୁ ନିଯୁକ୍ତ ଦେଇଥିଲେ । Spread the love