ବଡାମତଳିଆ ଢାବାରୁ ୪୫୦୦ ମିଲିଲିଟର ବିଦେଶୀ ମଦ ଜବତ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଅବକାରୀ ବିଭାଗ ପକ୍ଷରୁ ଚୋରା ମଦ କାରବାର ରୋକିବା ପାଇଁ ବିଭିନ୍ନ ସ୍ଥାନରେ ଘନ ଘନ ଚଢ଼ାଉ କରାଯାଉଛି । ଗୁରୁବାର ଦିନ ରାଇରଙ୍ଗପୁର ଅବକାରଘ ବିଭାଗ ଓଆଇସି ହରିହର ସିଂଙ୍କ ନେତୃତ୍ୱରେ ବଡାମତଳିଆର ଏକ ହୋଟେଲରେ ବେନିୟମ ଭାବେ ମଦ କାରବାର ନେଇ ଅତର୍କିତ ଭାବେ ଚଢ଼ାଉ କରାଯାଇଥିଲା । ଘଟଣାସ୍ଥଳରେ ବିକ୍ରମ ସିଂକୁ ଗିରଫ କରିବା ସହ ୪୫୦୦ ଲି ବିଦେଶୀ ମଦ ଜବତ କରାଯାଇଥିଲା । ତାଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ