ଗାନ୍ଧିଜୀଙ୍କ ପ୍ରତି ଯଥାର୍ଥ ସମ୍ମାନ ପ୍ରଦାନ ପାଇଁ ଓଡ଼ିଶାରେ ନିଶା ନିବାରଣ ଅ ।ଇନ ପ୍ରଚଳନ ହେଉ

ବ୍ରହ୍ମପୁର, : ରାଜ୍ୟ ସରକାର ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ବିଶାଳ ପ୍ରତିମୂର୍ତ୍ତି ସ୍ଥାପନ, ବ୍ୟାପକ ପ୍ର·ର ପ୍ରସାର କରିବା ପରିବର୍ତ୍ତେ ରାଜ୍ୟକୁ ଗୁଜୁରାଟ, ତାମିଲନାଡ଼ୁ ଓ ବିହାର ଭଳି ମଦମୁକ୍ତ ରାଜ୍ୟ ଭାବେ ଘେ ।ଷଣା କରନ୍ତୁ ବେ ।ଲି ଗଞ୍ଜାମ ଜିଲ୍ଲା ନିଶା ନିବାରଣ କମିଟି ପକ୍ଷରୁ ରାଜ୍ୟ ସରକାରଙ୍କୁ ଅନୁରେ ।ଧ କରାଯାଇଛି । ସ୍ଥାନୀୟ ନବୀନ ଭବନ ଠାରେ ନବୀନର ସମ୍ପାଦକ ତଥା ନିଶା ନିବାରଣ କମିଟିର ଅ ।ବାହକ ରବି ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଉପରେ ।କ୍ତ ପ୍ରସ୍ତାବ ଗ୍ରହଣ କରାଯାଇ ରାଜ୍ୟ ସରକାରଙ୍କୁ ପ୍ରେରଣ କରାଯାଇଛି । ଗାନ୍ଧିଜୀଙ୍କ ୧୫୦ତମ ଜୟନ୍ତୀ ପାଳନ ବର୍ଷେ ପୂରଣ ହେ ।ଇଥିଲେ ମଧ୍ୟ କେନ୍ଦ୍ର ତଥା ରାଜ୍ୟ ସରକାର ସେଭଳି କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି । ଗାନ୍ଧୀଙ୍କ ମୂର୍ତ୍ତି ସ୍ଥାପନ, ସମ୍ବିଧାନର ମୁଖପତ୍ରରେ ଅହିଂସା ଯେ ।ଡ଼ାଯିବା କଥା କୁହାଯାଉଥିଲେ ମଧ୍ୟ ସମ୍ବିଧାନରେ ଥିବା ୪୭ ଧାରାରେ ନିଶା ନିବାରଣ ପାଇଁ କୌଣସି ରଚନାତ୍ମକ କାଯର‌୍ୟ କରାଯାଇନାହିଁ । ଓଡ଼ିଶାରେ ୧୯୫୭ ମସିହାରେ ସ୍ୱର୍ଗତ ନବକୃଷ୍ଣ ଚୌଧୁରୀ ମୁଖ୍ୟମନ୍ତ୍ରୀ ଥିବା ବେଳେ ନିଶା ନିବାରଣ ଅ ।ଇନ ପ୍ରଚଳନ କରିଥିଲେ । ତାହା ମଧ୍ୟ ଅଦ୍ୟାବଧି କାଯର‌୍ୟକାରୀ ହେ ।ଇପାରିନାହିଁ । ନିଶା ଯେ ।ଗୁଁ ରାଜ୍ୟର ଅ ।ଇନ ଶୃଙ୍ଖଳା ପରିସ୍ଥିତି ଏବଂ କେ ।ଟି କେ ।ଟି ପରିବାର ସର୍ବସ୍ୱାନ୍ତ ହେ ।ଇଯାଉଛନ୍ତି । ଏଣୁ ସରକାର ଯଦି ବାସ୍ତବିକ ଗାନ୍ଧୀଙ୍କୁ ଶ୍ରଦ୍ଧା କରୁଥାନ୍ତି ଅ ।ଗାମୀ ଅକ୍ଟୋବର ୨ ଠାରୁ ନିଶା ନିବାରଣ ଅ ।ଇନ ପ୍ରଚଳନ କରି ଅନ୍ୟ ରାଜ୍ୟଙ୍କୁ ଜ୍ୱଳନ୍ତ ଉଦାହରଣ ଦିଅନ୍ତୁ ବେ ।ଲି ସଦସ୍ୟମାନେ ପ୍ରକାଶ କରିଥିଲେ । ଅ ।ୟେ ।ଜିତ ବୈଠକରେ ପ୍ରଫେସର ପିସି ସାହୁ, ଡ଼. ଡ଼ମ୍ବୁରୁଧର ସାହୁ, ରାଧାଚରଣ ନାୟକ, ଗୁପ୍ତେଶ୍ୱର ଷଡ଼ଙ୍ଗୀ, କପିଳେଶ୍ୱର ପାଢ଼ୀ, ଜଗନ୍ନାଥ ପାଢ଼ୀ, କପିଳ ଚନ୍ଦ୍ର ମହାନ୍ତି, ସୁଶାନ୍ତ କର, ସରିତା ପଣ୍ଡା, ସବିତା ସାହୁକାର, ପବିତ୍ର କୁମାର ଚୌଧୁରୀ, ସତ୍ୟ ନାରାୟଣ ତ୍ରିପାଠୀ ପ୍ରମୁଖ ଅ ।ଲେ ।ଚନାରେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ