ସୁପ୍ରମକୋର୍ଟରେ ନିଯୁକ୍ତି ହେଲେ ୪ ବିଚାରପତି
ସୁପ୍ରିମକୋର୍ଟରେ ସୋମବାର ୪ ଜଣ ନୂତନ ବିଚାରପତିଙ୍କୁ ରଂଜନ ଗୋଗେଇ ନିଯୁକ୍ତି ଦେଇଛନ୍ତି । ସୁପ୍ରିମକୋର୍ଟ ୪ ଜଣ ନିଯୁକ୍ର ପରେ ବିଚାରପତି ସଂଖ୍ୟା ୩୪ ରେ ପହଞ୍ଚିଛି । ନିଯୁକ୍ତ ହୋଇଥିବା ବିଚାରପତି ହେଲେ ଜଷ୍ଟିସ୍ କୃର୍ଷ୍ଣ ମୁରାରୀ, ଏମ୍ ଆର ଭଟ୍ଟ ,ବି ରାମାସୁବ୍ରମଣ୍ୟମ୍ ଓ ହୃଷିକେଶ ରାୟ ,ସୁପ୍ରିମକୋର୍ଟ ବିଚାରପତି ଭାବେ ଗୋପନୀୟ ଶପଥ ପାଠ କରିଛନ୍ତି ।


