ନୀଳ ରାସ୍ତା

ରାସ୍ତାର ରଙ୍ଗ ସମସ୍ତେ କଳା ହିଁ ଜାଣନ୍ତି । ହେଲେ ନିକଟରେ କତ୍ତାରର ଦୋହାରେ ଦେଖିବାକୁ ମିଳିଥିଲା ନୀଳ ରଙ୍ଗର ରାସ୍ତା । କାରଣ ଏହାର ସମସ୍ତ ରାସ୍ତାକୁ ନୀଳ ରଙ୍ଗରେ ରଙ୍ଗାଯାଉଛି । ଆଉ ଏହା ପଛର କାରଣ ହେଉଛି ତାପମାତ୍ରା ନିୟନ୍ତ୍ରଣ କରିବା । ନୀଳ ରଙ୍ଗ କରିବା ପରେ ତାପମାତ୍ରାରେ କିଭଳି ପରିବର୍ତ୍ତନ ଆସୁଛି ଜାଣିବା ପାଇଁ ସେନ୍ସର ବି ଲଗାଯାଇଛି । ବୈଜ୍ଞାନିକଙ୍କ ମତରେ କଳା ରଙ୍ଗ ଅପେକ୍ଷା ନୀଳରଙ୍ଗର ରାସ୍ତା ସୂର୍ଯ୍ୟର ରେଡିଏଶନ୍କୁ ୫୦% କମେଇଦେଇଥାଏ । ଏହା ପୂର୍ବରୁ ଲସ୍ଆଞ୍ଜେଲସ୍, ମକ୍କା ଓ ଟୋକିଓର ରାସ୍ତା ବି ନୀଳ ରଙ୍ଗରେ ରଙ୍ଗାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ