ଆମ ଜୀବନର କଥା

କଷ୍ଟ ଭିତରେ ହିଁ ଖୁସିଥାଏ ।
ଲୁହ ଭିତରେ ହିଁ ହସଥାଏ ।
ଦବାରେ ଯେଉଁ ଖୁସି ନଥାଏ । ନବାରେ ନଥାଏ ।
ଅନ୍ୟକୁ ହସାଇବାରେ ଯେଉଁ ଖୁସିଥାଏ  ,  କନ୍ଧାଇବାରେ ନଥାଏ ।
ତ୍ୟାଗ ଭିତରେ ହିଁ ଦୁଃଖ ବି ଖୁସିଭଳି ଲାଗିଥାଏ ।
ଝିଲ୍ଲି ସ୍ୱାଇଁ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ