ଧାନ ଗଦାରେ ଲାଗିଲା ନିଆଁ

ମୋହନା,(ଅଂଶୁମାନ ପଣ୍ଡା): ମୋହନା ବ୍ଲକ ଅନ୍ତର୍ଗତ ମାଣିକପୁରୁ ଗ୍ରାମରେ ଧାନ ବିଲରେ ନିଆଁ ଲାଗି ୪୦ ବସ୍ତା ଧାନ ଫସଲ ନଷ୍ଟ |ଘଟଣାରୁ ପ୍ରକାଶ ମଣିକାପୁରୁ ଗ୍ରାମର ତ୍ରିନାଥ ନାୟକ ନିଜ ଜମିରୁ ଧାନ କାଟି ପାଲଟାହିଁ ଘଉଡ଼ାଇ ନିଜ ଜମିରେ ରଖିଥିଲେ ୪୦ବସ୍ତା ଧାନ କୌଣସି କାରଣରୁ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳି ପାଉଁସ ହୋଇଯାଇଛି | ଧାନ ଘଟଣା ଜାଣିବା ପରେ ମୋହନା ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ | ଅନ୍ୟ ପଟେ ନାୟକ ନିଜ କ୍ଷତି ପୂର୍ଣ୍ଣ ଯୋଗାଇ ଦେବା ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ