ଭିଜିଲାନ୍ସ ହାତରେ ଦୁଆରସନୀ ସ୍ବାସ୍ଥ୍ୟ କର୍ମୀ
କଳାହାଣ୍ଡି,(ଓ୍ବାଇଏନ୍ଏସ୍):ଆଶା କର୍ମୀ ଚୟନ ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଦୁଆରସନୀ ସ୍ବାସ୍ଥ୍ୟ କର୍ମୀ ଅନୀଲ ସେନାପତି ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଦୁଆରସନୀ ଆଶା କର୍ମୀ ଚୟନ ପାଇଁ ସାବିଆରାନୀ ବେହେରା ଠାରୁ ଟଙ୍କା ନେଉଥିବା ବେଳେ କଳାହାଣ୍ଡି ଭିଜିଲାନ୍ସ ଟିମର ଚଢାଉ । ୩୦ ହଜାର ଟଙ୍କା ସହ ଅନୀଲ ସେନାପତି ଭିଜିଲାନ୍ସ ଦ୍ବାରା ଗିରଫ ।


