ନକଲି କାରଖାନାର ଭୂସ୍ବର୍ଗ ପାଲଟିଛି କଟକ

କଟକ, (ଦୀପକ୍ କୁମାର ବେଉରା): ତେଲ,ଗୁଟଖା, ପନିର ପରେ କଟକରୁ ଠାବ ହେଲା ନକଲି ଚା ପତି ଗୋଦାମ । ଆଜି କଟକ ସଦର ଥାନା ଅଂଚଳର ମୁକାମେଶ୍ୱର ଗାଁ ର ଏକ ଅପମିଶ୍ରଣ ଚା ଗୋଦାମ ଉପରେ ଚଢାଉ କରିଛି କମିଶନରେଟ ପୋଲିସ । ଚଢାଉ କରି ମାଲିକ ସୁରେଶ ଚନ୍ଦ୍ର ବିଶ୍ୱାଳଙ୍କୁ ଅଟକ ରଖି ପଚରାଉଚରା କରୁଛି । ପ୍ରାୟ ୫୦ କ୍ୱିଣ୍ଟାଲରୁ ଉର୍ଦ୍ଧ ନକଲି ଚା ପତି ଜବତ କରିବା ସହିତ ଆନୁମାନିକ ୨୫ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ହେବ ବୋଲି ଥାନା ଅଧିକାରୀ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ