ନିଆଁ ଲାଗି ଜଳିଗଲା ତିନି ଭରଣ ଧାନ

ଚିକିଟି,(କୁରେଶୁ ସାହୁ): ଚିକିଟି ବ୍ଲକ କଳ ବାଡ ପଞ୍ଚାୟତ ର ପୁରୁଣା ମଇସାନ ପୁର ଗ୍ରାମ ରେ ଧାନ ଅମଳ ପରେ ପୋଡା ଯାଉଥିବା ପାଳ ର ନିଆଁ ପବନ ସଂସ୍ପର୍ଶରେ ଆସି ଲାଗି 3 ଭରଣ ର ଧାନ ଗଦା ଜଳିଯାଇଛି।ନରସିଂହ ପଣ୍ଡା ଙ୍କ ଜମିରେ ଧାନ କଳେଇ ଗଦା ହୋଇଥିବା ବେଳେ ଅମଳ ପରେ ପାଳ ପୋଡାଯାଉଥିବା ର ନିଆଁ ସଂସ୍ପର୍ଶରେ ଆସିଥିଲା।ଫଳ ରେ ହୁତ ହୁତ ଜଳିଯାଇଥିଲା ଏବଂ ଚିକିଟି ଓ ପାତ୍ରପୁର ର ଅଗ୍ନିଶମ ବିଭାଗ ଗାଡି ଆସି ନିଆଁ କୁ ଆୟତ୍ତ କରିଥିଲେ।ନୁଆ ମଇସାନ ଓ ପୁରୁଣା ମୈସାନ ପୁର ମଧ୍ୟରେ ରହିଥିବା ଗଦା ଗୁଡିକୁ ନିଆଁ ନ ଡେଇଁବା ପାଇଁ ଅଗ୍ନିଶମ ବିଭାଗ ସନ୍ଧ୍ୟା ପର୍ଯ୍ୟନ୍ତ ଗଦା ଚାରିପଟେ ପାଣି ପକାଉଥିବା ଜଣାଯାଇଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ