ବ୍ରିଜ ଉପରୁ ଡେଇଁ ଯୁବକ ନିଖୋଜ

ନୟାଗଡ , (ଯୁଗାବ୍ଦ ନ୍ୟୁଜ ) :ନୟାଗଡସ୍ଥିତ ଖଣ୍ଡପଡା କୁସୁମି ନଦି ବ୍ରିଜ ଉପରୁ ଡେଇଁ ଯୁବକ ନିଖୋଜ । ନିଖୋଜ ଯୁବକ ଜଣକ ମଙ୍ଗଳା ସାହିର ଟୁକୁନା ମହାପାତ୍ର ସୂଚନା । ବ୍ରିଜଉପରୁ ଯୁବକଙ୍କ ଡେଇଁବାର କାରଣ ଅଷ୍ପଷ୍ଟ ଥିବାବେଳେ ଘରୁ ଗାଧୋଇବାକୁ ଆସି ନଦୀକୁ ଡେଇଁପଡିଥିବା ଜଣାପଡିଛି । ଘଟଣା ସ୍ଥଳରେ ୧୦ଜଣିଆ ଅଗ୍ନିସମ ପହଚିଂ ଉଦ୍ଦାର ପାଇଁ ଚେଷ୍ଟା ଜାରି ରଖିଛି । ନୟାଗଡ-ଖଣ୍ଡପଡା କୁସୁମି ନଦି ବ୍ରିଜ ଉପରୁ ଡେଇଁ ଯୁବକ ନିଖୋଜ. .ନିଖୋଜ ଯୁବକ ଜଣକ ମଙ୍ଗଳା ସାହିର ଟୁକୁନା ମହାପାତ୍ର ସୂଚନା . .ବ୍ରିଜଉପରୁ ଯୁବକଙ୍କ ଡେଇଁବାର କାରଣ ଅଷ୍ପଷ୍ଟ ଥିବାବେଳେ ଘରୁ ଗାଧୋଇବାକୁ ଆସି ନଦୀକୁ ଡେଇଁପଡିଥିବା ଜଣାପଡିଛି। ଘଟଣା ସ୍ଥଳରେ ୧୦ଜଣିଆ ଅଗ୍ନିସମ ପହଚିଂ ଉଦ୍ଦାର ପାଇଁ ଚେଷ୍ଟା ଜାରି ରଖିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ