ଆଜିଠୁ ପୁରୀ ସ୍ୱର୍ଗଦ୍ୱାରରେ କରିହେବ ଶବ ସତ୍କାର
ଭୁବନେଶ୍ୱର, (ୱାଇଏନ୍ଏସ୍): ଆଜିଠୁ ପୁରୀ ଜିଲ୍ଲା ବାହାରର ଲୋକେ ପୁରୀ ସ୍ୱର୍ଗଦ୍ୱାରରେ ଶବ ସତ୍କାର କରିପାରିବେ । କିନ୍ତୁ କୋଭିଡ ନେଗେଟିଭ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ କରାଯାଇଛି । ଶବଦାହ ବେଳେ ୧୦ଜଣ ପ୍ରବେଶ ନେଇ ଅନୁମତି ଦେଇଛନ୍ତି ପୁରୀ ଜିଲ୍ଲା ପ୍ରଶାସନ । କରୋନା ପାଇଁ ବାହାର ଲୋକଙ୍କ ଶବଦାହ ବାରଣ ହୋଇଥିବା ବେଳେ ଆଜି ଏହି କଟକଣା ଉଠାଇ ଦିଆଯାଇଛି ।