ଲଗାଣ ବର୍ଷା ରେ କାନ୍ଥ ପଡି ଯୁବତୀ ଗୁରୁତର  

ନିମାପଡା ( ସନ୍ତୋଷ ଦାଶ ): ପୁରୀ ଜିଲ୍ଲା ଚାରିଛକ ଅଂଚଳ ରେ ଗତକାଲି ଠାରୁ ଲଘୁଚାପ ପ୍ରଭାବ ରେ ଲଗାଣ ବର୍ଷା ଲାଗିରହିଛି l ଲଗାଣ ବର୍ଷା ରେ କାନ୍ଥ ପଡିଯିବାରୁ ନିକଟସ୍ଥ ଜହ୍ନମହଲା ଗ୍ରାମର ରେଶମା ବେଗମ ନାମକ 24 ବର୍ଷୀୟ ଯୁବତୀ ଗୁରୁତର ଆହତ ହୋଇଛନ୍ତି l ତାଙ୍କୁ ଚିକିତ୍ସା ପାଇଁ ପ୍ରଥମେ ଚାରିଛକ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଭୁବନେଶ୍ୱର 6ନଂ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ