ରାତିକ ପାଇଁ ସ୍ତ୍ରୀ ହୁଅନ୍ତି ଅଦଳବଦଳ

ପୃଥିବୀର ବିଭିନ୍ନ ଅଞ୍ଚଳରେ ରହିଛି ଭିନ୍ନ ଭିନ୍ନ ପରମ୍ପରା । ଉତ୍ତର ଆମେରିକା ତଥା ସର୍ବିଆର କେତେକ ଜନଜାତି ବହୁଳ ଅଞ୍ଚଳରେ ସ୍ତ୍ରୀ ଅଦଳ ବଦଳ ପରମ୍ପରା ରହିଛି । ଏଠାରେ ଲୋକେ ନିଜ ସାଙ୍ଗସାଥୀଙ୍କ ମଧ୍ୟରେ ଏଭଳି କରିଥାନ୍ତି । ରାତିକ ପାଇଁ ଜଣଙ୍କର ସ୍ତ୍ରୀ ଅନ୍ୟ ଜଣେ ସାଙ୍ଗର ହୋଇଥାଏ ଶଯ୍ୟାସଙ୍ଗିନୀ । ସକାଳେ ପୁଣି ସ୍ତ୍ରୀମାନେ ନିଜ ନିଜ ସ୍ୱାମୀଙ୍କ ପାଖକୁ ଫେରିଆସନ୍ତି । ଏହା ଦ୍ୱାରା ଜନଜାତି ସମ୍ପ୍ରଦାୟ ମଧ୍ୟରେ ଏକତା ଭାବ ଜାତ ହୋଇଥାଏ ବାଲି ବିଶ୍ୱାସ ରହିଛି । ଏବେ ଆଧୁନିକ ସମାଜରେ କେତେକ ଲୋକ ଏଭଳି ପରମ୍ପରା ପାଳନ କରିବା ପାଇଁ ବେଶ୍ ଆଗ୍ରହ ପ୍ରକାଶ କରୁଛନ୍ତି । ଏକ ୬ ଜଣିଆ କିମ୍ବା ୮ ଜଣିଆ ସାଙ୍ଗଦଳ ମଧ୍ୟରେ ପ୍ରତିଦିନ ରାତିକ ପାଇଁ ସ୍ତ୍ରୀ ଅଦଳବଦଳ କରାଯାଉଛି । ଏଭଳି କାର୍ଯ୍ୟ ଦ୍ୱାରା ମନର ଉଦାସ ଭାବ ଦୂର ହେଉଛି ବୋଲି କେତେକ କହୁଛନ୍ତି । ଦାମ୍ପତ୍ୟ ଜୀବନରେ ସ୍ତ୍ରୀସ୍ୱାମୀ ଯୋଡ଼ି ସବୁଦିନ ପରସ୍ପରକୁ ଦେଖିଦେଖି ବୋର୍ ହୋଇଯାଇଥାନ୍ତି । ମାତ୍ର ସ୍ତ୍ରୀ ଅଦଳବଦଳ ଦ୍ୱାରା ଏହା ଦୂର ହୋଇଥାଏ । ତେବେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ ଏଥିପାଇଁ ପୁରୁଷଙ୍କ ତୁଳନାରେ ପାଶ୍ଚାତ୍ୟ ମହିଳାଙ୍କ ଅଧିକ ଆଗ୍ରହ ପ୍ରକାଶ ପାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ