ନେଳିଆ ବନ୍ଧ ସ୍କୁଲ ରେ ପୋଷାକ ବିତରଣ ମେଳା

ବୁଗୁଡା,( ଯୁଗାବ୍ଦ ନ୍ୟୁଜ୍‌): ବୁଗୁଡ଼ା ନେଳିଆ ବନ୍ଧ ସାହି ପ୍ରାଥମିକ ବିଦ୍ୟାଳୟ ରେ ପୋଷାକ ବଣ୍ଟନ ମେଳା ଅନୁଷ୍ଠିତ ହୋଇଥିଲା କ୍ଷ ଏଥିରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ବେହେରା ସଭାପତିତ୍ୱ କରିଥିବା ବେଳେ ଏଥିରେ ମୁଖ୍ୟ ଅତିଥିଭାବେ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ପ୍ରମୋଦ ଚନ୍ଦ୍ର ସେନାପତି, ସମ୍ମାନୀୟ ଅତିଥି ଭାବେ ସି ଆର ସି ସି ପ୍ରତାପ କୁମାର ଖାଡ଼ଙ୍ଗା ଓ ଗୀତା ନାୟକ ଯୋଗଦେଇ ଥିଲେ କ୍ଷ ଅତିଥି ମାନେ ଛାତ୍ର ଛାତ୍ରୀ ମାନଙ୍କୁ ଉଦବୋଧନ ଦେବା ପରେ ପୋଷାକ ବିତରଣ କରିଥିଲେ କ୍ଷ ସରକାର ଙ୍କ ମାଗଣା ପୋଷାକ ଓ ଜୋତା ବୁଟ ଓ ମୋଜା ପ୍ରତ୍ୟେକ ଛାତ୍ର ଛାତ୍ରୀ ଙ୍କୁ ବଣ୍ଟନ କରାଯାଇଥିଲା ।ଶେଷରେ ଶିକ୍ଷୟତ୍ରୀ ସବିତା ରଶ୍ମୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ