ଝାଡଖଣ୍ଡ ମୁକ୍ତିମୋର୍ଚା ତରଫରୁ ପ୍ରଚାର ଜୋରଦାର

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :ରାଇରଙ୍ଗପୁର ପୌରାଧ୍ଯକ୍ଷ ପଦରେ ଚଳିତ ବର୍ଷ ଝାଡ଼ଖଣ୍ଡ ମୁକ୍ତି ମୋର୍ଚା ତରଫରୂ ସାରଥୀ ମୁର୍ମୁ ଅଧ୍ୟକ୍ଷା ପଦରେ ନିର୍ବାଚନ ବୈତରଣୀ ଡଙ୍ଗାରେ ବସିଛନ୍ତି । ରାଇରଙ୍ଗପୁର ସହରରେ ବିକାଶ ପାଇଁ, ମହିଳା, ଯୁବଗୋଷ୍ଠୀ,ରାସ୍ତା,ନାଳ ଶିକ୍ଷା ଓ ସ୍ବାସ୍ଥ୍ୟ ପାଇଁ ସେ ସେବା କରିବେ ବୋଲି କହିଥିଲେ ।ରଝାମୁମୋ ରାଜ୍ୟ ସଭାନେତ୍ରୀ ଅଂଜନୀ ସୋରେନ,ପୂର୍ବତନ ବିଧାୟକ ପ୍ରହଲ୍ଲାଦ ପୂର୍ତି, ସାଂଗଠନିକ ସଂପାଦକ ଦୁବରାଜ ନାଗ, କେନ୍ଦ୍ରୀୟ କମିଟି ସଦସ୍ୟ ପବନ କୁମାର ,ବରିଷ୍ଠ ଝାମୁମୋ ନେତା ଶ୍ୟାମ କିସ୍କୁ,ସାଲୁ କିସ୍କୁ,ମେଘନାଦ ହେମ୍ବ୍ରମ ପ୍ରମୁଖ ନିର୍ବାଚନ ପ୍ରଚାରକୁ ଜୋରଦାର କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ