ଆଜି ପ୍ରଥମାଅଷ୍ଟମୀ, ଚାରିଆଡେ ପିଠା ପଣାର ବାସ୍ନା

ଓଡିଶାରେ ବାରମାସରେ ତେର ପର୍ବ ସବୁ ମାସରେ କିଛିନା କିଛି ପର୍ବ ପାଳନ କରିଥାନ୍ତି ଓଡିଶାବାସୀ । ଆଉ ଏହି ପର୍ବ ମାନଙ୍କ ମଧ୍ୟରେ ଅନ୍ୟତମ ପ୍ରଥମାଅଷ୍ଟମୀ ଘର ବଡ ପୁଅ ହେଉ ଅବା ବଡ ଝିଅ ଏମାନଙ୍କୁ ପୋରୁହାଁ କରାଯିବାର ପରମ୍ପରା କେଉଁ କାଳରୁ ଚାଲିଆସିଛି । ଏହି ଦିନ ଘରର ଅଗ୍ରଜ ମାନେ ମାମୁଁ ଘରୁ ଆସୁଥିବା ନୂଆ ଡ୍ରେସ ପନ୍ଧି ଏହାକୁ ମହା ଆଡମ୍ବରରେ ପାଳନ କରିଥାନ୍ତି । ଖିରି ଓ ପିଠା ପଣା ବାସ୍ନରେ ଉଠିଛି ପଡୁଛି ଗାଁ ଠୁ ସହର ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ