ଜିଲ୍ଲା ଯୋଗାଣ କାର୍ଯ୍ୟାଳୟ ପରିଦର୍ଶନ କଲେ ଏଡ଼ିଏମ

ଛତ୍ରପୁର , (ଯୁଗାବ୍ଦ ନ୍ୟୁଜ) : ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜ଼ିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଗୁରୁବାର ଛତ୍ରପୁରସ୍ଥିତ ଜ଼ିଲ୍ଲା ଯୋଗାଣ କାର‌୍ୟ୍ୟାଳୟକୁ ପରିଦର୍ଶନରେ ଯାଇ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ସେ କାର୍ଯ୍ୟାଳୟ ବିଭିନ୍ନ ବିଭାଗୀୟ ନଥିପତ୍ର ଯାଞ୍ଚ କରିବା ସହ ଜିଲ୍ଲାରେ କିଭଳି ସମସ୍ତ ଚାଷୀ ଧାନ ବିକ୍ରୟ କରିପାରିବେ ସେନେଇ ଜିଲ୍ଲା ଯୋଗାଣ ଅଧିକାରୀ ବିଷ୍ଣୁ ପ୍ରସାଦ ସୂପକାରଙ୍କ ସହ ଆଲୋଚନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ