କଳାହାଣ୍ଡି ରୁ ବାଇକ ରେ ୩ ଯୁବକ ଯାତ୍ରା କଲେ ଲଦାକ ଓ କେଦାରନାଥ
କଳାହାଣ୍ଡି, (ଯୁଗାବ୍ଦ ନ୍ୟୁଜ):କଳାହାଣ୍ଡି ରୁ ଲେ ଲଦାଖ ବାଇକ ଯାତ୍ରା l ଭବାନୀପାଟଣା ସହର ର ତିନି ଯୁବକ ସୂର୍ଯ୍ୟ ମହାକୁଡ଼, ଆର୍ଯ୍ୟ କୁମାର ଏବଂ ଲବ ଗଉଡ଼ ଦୀର୍ଘ ଦିନ ରୁ ବାଇକ ରେ ଲେ ଲଦାଖ ଯିବା ପାଇଁ ଯୋଜନା କରିଥିଲେ ତେବେ ଆଜି ତାଙ୍କ ବାଇକ ଯାତ୍ରା ଆରମ୍ଭ କରିଛନ୍ତି l ବାଇକ ରେ ଦୀର୍ଘ ୨୫୦୦ କିଲୋମିଟର ଯାତ୍ରା ଆଜି ଆରମ୍ଭ କରିଛନ୍ତି l ଏବଂ ଦୀର୍ଘ ଦିନ ର କେଦାରନାଥ ଦର୍ଶକ କରିବା ଆଶା ପୂରଣ ହେବ ବୋଲି ଖୁସି ଜାହିର କରିଛନ୍ତି ବାଇଟ -ଆର୍ଯ୍ୟ କୁମାର (ବାଇକ ରାଇଡ଼ର )